Home Oriya Odia Dictionary

Download Oriya Odia Dictionary APP

Voluntary Oriya Odia Meaning

ଇଚ୍ଛାନୁସାରେ ଐଚ୍ଛିକ

Definition

ଦୁଇଟି ବା କେତେକ ମଧ୍ୟରୁ କୌଣସି ଗୋଟିଏ ଯାହାକୁ ନିଜ ଇଚ୍ଛାରେ ଗ୍ରହଣ କରାଯାଇପାରେ
ଯାହା ନିଜ ଇଚ୍ଛାରେ କରାଯାଇଛି
ମନ ଯାହା ଚାହେଁ

Example

ପ୍ରଶ୍ନ ପତ୍ରରେ ଦୁଇଟି ଅନିବାର୍ଯ୍ୟ ଓ ଚାରିଗୋଟି ବୈକଳ୍ପିକ ପ୍ରଶ୍ନ ଅଛି
ମୁଁ ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ପସନ୍ଦ କରେ
ସମସ୍ତେ ମନଇଚ୍ଛା କାମ କରିବାକୁ ଚାହାନ୍ତି