Home Oriya Odia Dictionary

Download Oriya Odia Dictionary APP

Votary Oriya Odia Meaning

ଉପାସକ, ପୂଜାରୀ, ଭକ୍ତ, ସେବକ

Definition

ଯେ କୌଣସି ପକ୍ଷ ବା କୌଣସି ସିଦ୍ଧାନ୍ତଆଦିକୁ ସମର୍ଥନ ବା ପୋଷଣ କରେ
କାହାରି ସିଦ୍ଧାନ୍ତମାନି ସେହି ଅନୁସାରେ ପରିଚାଳିତ ହେଉଥିବା ବ୍ୟକ୍ତି
ବେତନ ନେଇ ସେବା କରୁଥିବା ଲୋକ
ଯିଏ କୌଣସି ପକ୍ଷର ସମର୍ଥନ ବା ପୋଷଣ କରେ
କାହାର ସିଦ୍ଧାନ୍ତକୁ ମାନିନେବା ଓ ସେଇ ଅନୁସାରେ ପରିଚାଳିତହେବା

Example

ମୁଁ ନ୍ୟାୟର ସମର୍ଥକ
ଅନୁଗାମୀ ବ୍ୟକ୍ତି ନିଜ ନେତାଙ୍କ କଥାକୁ ହିଁ ସତ୍ୟମାନି ତାହାର ଅନୁସରଣ କରନ୍ତି
ସେ ସନ୍ଥ କବୀରଙ୍କ ଅନୁଗାମୀ