Home Oriya Odia Dictionary

Download Oriya Odia Dictionary APP

Vulturous Oriya Odia Meaning

ଭୟଙ୍କର, ରକ୍ତଲୋଲୁପ, ହିଂସ୍ର

Definition

ଯେଉଁଥିରେ ଦୟାନାହିଁ
ଯିଏ ହିଂସା କରୁଛି
ଯାହାକୁ ଦେଖିଲେ ଭୟ ବା ଡର ଲାଗେ
ଯାହାର ବୃତ୍ତି ଚୋରିକରିବା କିମ୍ବା ଯେ ଲୋକମାନଙ୍କୁ ଲୁଟେ
ହିଂସା କରିବା ବା ମାରିପକାଉଥିବା ପ୍ରାଣୀ
ରକ୍ତ ପିଇବାବାଲା

Example

କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
ଆଜିର ମାନବ ହିଂସ୍ର ହୋଇପଡୁଛି
ଚୋରମାନେ ପୂରା ବସ୍‌କୁ ଲୁଟିନେଲେ
ଜଙ୍ଗଲରେ ପ୍ରବେଶ କରିବା ପୂର୍ବରୁ ହିଂସକଙ୍କଠାରୁ ରକ୍ଷାପାଇବା ଉପାୟ