Home Oriya Odia Dictionary

Download Oriya Odia Dictionary APP

Wag Oriya Odia Meaning

ଦୋହଲାଇବା, ହଲାଇବା

Definition

ନିଜ ଜାଗାରୁ ଅଳ୍ପ ଆଗକୁ ବଢ଼ିବା ବା ଏପାଖ ସେପାଖ ହେବା
ପବନ ସୃଷ୍ଟି କରିବାପାଇଁ ପଙ୍ଖା ବା ଅନ୍ୟ ତତ୍ତୁଲ୍ୟ ବସ୍ତୁ ହଲାଇବା
ଗୋଟିଏ ସ୍ଥାନରୁ ଉଠେଇବା ବା ଏପଟ ସେପଟ କରିବା
ହଲେଇବା
କସିବା କୋହଳ ହେବା ବା

Example

କହିବାପରେ ମଧ୍ୟ ସେ ନିଜ ଜାଗାରୁ ହଲିଲା ନାହିଁ
ଅତ୍ୟଧିକ ଗରମଯୋଗୁଁ ସେ ଅନବରତ ବିଞ୍ଚୁଛି
ବଡ଼‍ବଡ଼‍ ରାଜା ମହାରାଜାମାନେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁକୁ ହଲେଇ ପାରିଲେ ନାହିଁ
ଶ୍ୟାମ ଫଳ ତୋଳିବା ପାଇଁ ଗଛକୁ ଦୋହଲାଉଛି
ଏହି ମେସିନର ସବୁ ପାର୍ଟସ୍‌ ହଲ