Home Oriya Odia Dictionary

Download Oriya Odia Dictionary APP

Waistband Oriya Odia Meaning

କମରପଟି, କମରବନ୍ଦ

Definition

ଅଣ୍ଟାରେ ବାନ୍ଧିବାପାଇଁ ଚମଡ଼ାରେ ତିଆରି ଚଉଡ଼ା ପଟି
ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
ଅଣ୍ଟା ଚାରି ପଟରେ ଗୁଡ଼େଇହୋଇଥିବା କନା

Example

ସେ ଏକ ପୁରୁଣା ବେଲ୍ଟ ପିନ୍ଧିଥିଲା
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
ସେ ଲାଲ କମରପଟି ବାନ୍ଧିଛି