Home Oriya Odia Dictionary

Download Oriya Odia Dictionary APP

Wake Oriya Odia Meaning

ଆଖି ଖୋଲିବା, ଇର୍ଷାନ୍ବିତ କରାଇବା, ଉଠିବା, ଚିଡେଇବା, ଜଗେଇବା, ଜଳେଇବା, ଜାଗିବା, ଜାଗ୍ରତ ରହିବା, ଶୋଇକି ଉଠିବା, ସଚେତ କରିବା, ସଜାଗ ରହିବା, ସାବଧାନ ରହିବା

Definition

ନିଦରୁ ଉଠିବା
ଶୋଇଥିବା ଲୋକକୁ ଉଠେଇବାପାଇଁ ପ୍ରବୃତ୍ତ କରାଇବା
ଏଭଳି ସାଧନ ଯେଉଁଥିରେ ଯନ୍ତ୍ରମନ୍ତ୍ରର ପ୍ରଭାବ ଦେଖାଯାଏ
ଚେତା ଫେରେଇ ଆଣିବା
ସାବଧାନ ବା ହୁସିଆର କରିବା
ଜାଗ୍ରତ ଅବସ୍ଥାରେ ନିଦ୍ରାରହିତ ରହିବା

Example

ମୁଁ ଆଜି ସକାଳ ସାତଟାରେ ଉଠିଲି
ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି
ଅମାବାସ୍ୟା ରାତିରେ ତାନ୍ତ୍ରିକ ଯନ୍ତ୍ରତନ୍ତ୍ରକୁ ଜାଗୃତ କରେ
ହୃଦୟ ଗତି ବନ୍ଦ ହେବାରୁ ବେହୋସ ହୋଇଥିବା ଲୋକର ଛାତି ଉପରେ ସେ ଚାପ ପକେ