Home Oriya Odia Dictionary

Download Oriya Odia Dictionary APP

Waken Oriya Odia Meaning

ଆଖି ଖୋଲିବା, ଉଠିବା, ଜଗେଇବା, ଜାଗିବା, ଶୋଇକି ଉଠିବା, ସଚେତ କରିବା

Definition

ନିଦରୁ ଉଠିବା
ଜାଗ୍ରତ ଅବସ୍ଥାରେ ନିଦ୍ରାରହିତ ରହିବା
ଶାରୀରିକ ଓ ମାନସିକ ରୂପ ପ୍ରତି ସତର୍କ ରହିବା
ଚେଇଁବା କ୍ରିୟା ବା ଭାବ

Example

ମୁଁ ଆଜି ସକାଳ ସାତଟାରେ ଉଠିଲି
ସେ କେତେ ଦିନରୁ ଜାଗି ରହୁଛି
ସୀମାନ୍ତରେ ସିପାହୀ ସବୁ ସମୟରେ ଜାଗ୍ରତ ଅଛନ୍ତି
ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି