Home Oriya Odia Dictionary

Download Oriya Odia Dictionary APP

Wakening Oriya Odia Meaning

ଉଜାଗର, ଜାଗରଣ

Definition

ନିଦରୁ ଉଠିବା
କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
ଜାଗ୍ରତ ଅବସ୍ଥାରେ ନିଦ୍ରାରହିତ ରହିବା
ଶାରୀରିକ ଓ ମାନସିକ ରୂପ ପ୍ରତି ସତର୍କ ର

Example

ମୁଁ ଆଜି ସକାଳ ସାତଟାରେ ଉଠିଲି
୧୮୫୭ର ଜନଜାଗରଣ ଧୀରେଧୀରେ ଯୁଦ୍ଧର ରୂପନେଲା
ସେ କେତେ ଦିନରୁ ଜାଗି ରହୁଛି
ସୀମାନ୍ତରେ ସିପାହୀ ସବୁ ସମୟରେ ଜାଗ୍ରତ ଅଛନ୍ତି
ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇ