Home Oriya Odia Dictionary

Download Oriya Odia Dictionary APP

Warm Oriya Odia Meaning

ଗରମ, ଗରମ କରିବା, ଗରମ ହେବା, ତତାଇବା, ତପ୍ତ କରିବା, ତପ୍ତ ହେବା, ତାତିବା, ସ୍ନିଗ୍ଧ , ସ୍ନେହୀ

Definition

ସ୍ନେହ କରିଲାବାଲା ବା ଯାହା ଭିତରେ ସ୍ନେହ ଅଛି
ଯେଉଁଥିରେ ଉଷ୍ଣତା ରହିଛି
ଯେ ପ୍ରେମରେ ଆସକ୍ତ
କାହାକୁ ମାନସିକ ବା ଶାରୀରିକ ସ୍ତରରେ ପୀଡ଼ିତ କରିବା
ଯେ ଉତ୍ତେଜନାରେ ଭରପୂର
ଉତ୍ତେଜନାରେ ଭରିଯିବା
କ୍ରୋଧରେ ଭରିଯିବା
ଗରମ ହେବା
ଯାହା ତାତିଛି ବା ତତା ହୋଇଅଛି
ଗରମ କ

Example

ଆମ ଶିକ୍ଷକ ଖୁବ୍‌ ସ୍ନେହୀ, ତାଙ୍କ ସ୍ନେହ ଆମଉପରେ ଅବିରତ ବର୍ଷୁଥାଏ
ବସନ୍ତ ଋତୁ ଶେଷ ହେଉଣୁ ପବନ ଗରମ ହେବାକୁ ଲାଗିଲାଣି
ପ୍ରେମାସକ୍ତ ପୁରୁରବାଙ୍କପାଇଁ ଉର୍ବଶୀ ସ୍ୱର୍ଗ ଛାଡି ପୃଥିବୀକୁ ଆସିଥିଲେ
ଗୀତାର ବାହାଘର ପରେ ଗୀତାର ଶାଶ