Home Oriya Odia Dictionary

Download Oriya Odia Dictionary APP

Washy Oriya Odia Meaning

ପତଳା

Definition

ହାଲୁକା ଓ ପତଳା ଦେହ ବା ଶରୀରବାଲା
ଯାହା କମ୍‌ ଚଉଡା
ଯେଉଁଥିରେ ଜଳର ଅଂଶ ଅଧିକ
ହଳଦୀ, ନାରଙ୍ଗୀଆଦି ରଙ୍ଗର
କ୍ଷୀଣକାୟ ଶରୀର
ଯାହାର ଗୋଲେଇ ବା ବ୍ୟାସ କମ୍

Example

ଜଣେ ଧଡ଼ିଆ ଯୁବକ ଏହି ଦୌଡ଼ ପ୍ରତିଯୋଗିତାରେ ବାଜି ମାରିନେଲା
ବାରାଣସୀ ସଂର୍କୀର୍ଣ୍ଣ ଗଳିର ନଗରୀ
ମଇଁଷି ଅପେକ୍ଷା ଗାଈର ଦୁଧ ଅଧିକ ପତଳା
ତାର ଲୁଗା ହଳଦିଆ ଥିଲା
ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛ