Home Oriya Odia Dictionary

Download Oriya Odia Dictionary APP

Waste Oriya Odia Meaning

ଅଦରକାରୀ ବସ୍ତୁ, ଅନାବଶ୍ୟକ ଖର୍ଚ୍ଚ , ଅନୁପଯୋଗୀ ବସ୍ତୁ, ଅନୁର୍ବର ଜମି, ଅପବ୍ୟୟ, ଅଯଥାଖର୍ଚ୍ଚ, ଉସର ଜମି, କଷ୍ଟଭୋଗିବା, ଖର୍ଚ୍ଚ କରିବା, ଘାଣ୍ଟିହେବା, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି, ବନ୍ଧ୍ୟ ଜମି, ବେକାର ବସ୍ତୁ, ବ୍ୟୟକରିବା

Definition

ସେହିସ୍ଥାନ ଯେଉଁଠାରେ କେହିନଥାନ୍ତି
ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ଯେଉଁଠାରେ କୌଣସି ବ୍ୟକ୍ତି ନଥାନ୍ତି ବା ବ୍ୟକ୍ତିମାନଙ୍କ ସଂଖ୍ୟା ବହୁତ କମ୍‌ଥାଏ
କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି
ଏଭଳି ଜିନିଷ ଯାହା ବିଲକୁଲ ରଦ୍ଦି ହୋଇଗଲାଣ

Example

ସାଧୁ ନିର୍ଜନ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି
ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ
ସେ ଯକ୍ଷ୍ମାରେ ପୀଡ଼ିତ ନିଜ ପିଲାର ଚିକିତ୍ସାପାଇଁ ସହରକୁ ନେଇଯାଇଛନ୍ତି
ସେ ଆଜି ନିଜ କୋଠରୀର ଅଳିଆ ସଫାକରିବାରେ ବ୍ୟସ୍ତ ଅଛି