Home Oriya Odia Dictionary

Download Oriya Odia Dictionary APP

Wasted Oriya Odia Meaning

ଅସ୍ଥିମୟ, କଙ୍କାଳଭଳି, କଙ୍କାଳିଆ, ନଷ୍ଟ, ବରବାଦ, ହାଡମୟ, ହାଡୁଆ

Definition

ଯେଉଁଠି ଶେଷରେ ହାଡ଼ ମାତ୍ର ରହିଯାଇଛି
ଅସ୍ଥିରେ ବା ହାଡ଼ରେ ଯାହା ତିଆରି ହୋଇଛି
ଯାହା ନଷ୍ଟ ହୋଇଯାଇଛି
ଯେ ବହୁତ ପତଳା
ଅଯଥା ଖର୍ଚ୍ଚ ହୋଇଥିବା
କ୍ଷୀଣକାୟ ଶରୀର

Example

ଦୁଇତିନିମାସ ଖାଦ୍ୟ ଗ୍ରହଣ ନକରିବା ଫଳରେ ତା ବୁଢୀମା’ର ଦେହ ହାଡ଼ମୟ ହୋଇଯାଇଛି
ରାଜାଙ୍କ ମହଲ ଅସ୍ଥିମୟ ବସ୍ତୁଦ୍ୱାରା ସଜାଯାଇଥିଲା
ବେମାରୀ କାରଣରୁ ସେ ଅତି କ୍ଷୀଣକାୟ ହୋଇଯାଇଛି
ବରବାଦ୍‌ ଧନ କେବେ ବି ଫେରିଆସେ ନାହିଁ
ରୋଗରେ ପଡ଼ି ସେ