Home Oriya Odia Dictionary

Download Oriya Odia Dictionary APP

Watermelon Oriya Odia Meaning

ତରଭୁଜ

Definition

ଏକ ପ୍ରକାରର ବଡ଼ ଗୋଲ ଫଳ ଯାହାକୁ ଖରାଦିନେ ଖିଆଯାଏ
ଶସ ଲାଲ୍ ଏବଂ ମଞ୍ଜି କଳା ହୋଇଥିବା ଏକ ବଡ଼, ମୋଟା ଓ ଗୋଲ ଫଳ

Example

ନଦୀକୂଳରେ ପ୍ରଚୁର ତରଭୁଜ ଫଳିଛି
ଖରାଦିନେ ବହୁତ ତରଭୁଜ ମିଳେ