Home Oriya Odia Dictionary

Download Oriya Odia Dictionary APP

Watery Oriya Odia Meaning

ଜଳପୂର୍ଣ୍ଣ, ପତଳା

Definition

ହାଲୁକା ଓ ପତଳା ଦେହ ବା ଶରୀରବାଲା
ଯେ ତେଜରେ କମ୍‌ ବା ଯାହାର ତେଜ ନାହିଁ
ଯାହା କମ୍‌ ଚଉଡା
ଯାହା ଅଶ୍ରୁରେ ଭର୍ତ୍ତି ହୋଇଛି
ଭିଜିଯାଇଥିବା
ଯାହା ଜଳରୁ ଉତ୍ପନ୍ନ ହୁଏ
ଯେ ପାଣିରେ ରହେ
ଯେଉଁଥିରେ ଜଳର ଅଂଶ ଅଧିକ
କ୍ଷୀଣକାୟ ଶରୀର
ଜଳ ଯୁକ୍ତ
ଯାହାର ଗୋଲେଇ ବା

Example

ଜଣେ ଧଡ଼ିଆ ଯୁବକ ଏହି ଦୌଡ଼ ପ୍ରତିଯୋଗିତାରେ ବାଜି ମାରିନେଲା
ସବୁବେଳେ ଚିନ୍ତିତ ରହିବା କାରଣରୁ ଯୌବନରେ ମଧ୍ୟ ସେ ନିସ୍ତେଜ ଦିଶୁଛି
ବାରାଣସୀ ସଂର୍କୀର୍ଣ୍ଣ ଗଳିର ନଗରୀ
ତାଙ୍କର ରାମକାହାଣୀ ଶୁଣି ମୋ