Home Oriya Odia Dictionary

Download Oriya Odia Dictionary APP

Wave Oriya Odia Meaning

ଅଙ୍ଗୁଳି ସଙ୍କେତ, ଇଶାରା, ଗୁଡାଇବା, ଗୁଡେଇବା, ଚଲାଇବା , ଢେଉ, ତରଙ୍ଗ, ତ୍ବରଣ ହେବା, ଦୋଳାୟମାନ ହେବା, ପଡିବା ଉଠିବା, ବୁଲାଇବା, ଲହଡି, ଲହର, ଲହରୀ, ଲହରେଇବା

Definition

ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
ପ୍ରାକୃତିକ କିମ୍ବା କୃତିମ କାରଣରୁ ଉତ୍ପନ୍ନ ହେଉଥିବା କୌଣସି ବସ୍ତୁର ଲହରୀ ଯାହା କୌଣସି ଶରୀର ବା ବାତାବରଣ

Example

କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
ବିଜୁଳୀରେ ମଧ୍ୟ ତରଙ୍ଗ ଥାଏ
ସମୁଦ୍ରର ଲହଡ଼ି ବେଳାଭୂମିରେ ବାଧାପାଇ ଉପରକୁ ଉଠୁଅଛି
ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଫରଫର ହୋଇ ଉଡ଼ୁଛି
ସବୁଜଫସଲ ପବନରେ ଦୋଳି ଖେଳୁଛି
ସମୁଦ୍ରରେ ନୌକା ନାଚିନାଚି ଭାସିଯାଉଛି
ସମୁଦ୍ରର