Home Oriya Odia Dictionary

Download Oriya Odia Dictionary APP

Waver Oriya Odia Meaning

ଅସ୍ପଷ୍ଟ ଭାବେ କହିବା, ଝୁଲିବା, ହଲିବା

Definition

ପବନରେ ଉଡ଼ିବା ବା ଫରଫରହେବା
ବାରମ୍ବାର ଆଗପଛ, ତଳଉପର ବା ଏପାଖ ସେପାଖ ହେବା
ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
ପାଣିର ଲହରୀରେ ଦୋହଲି ଆଗକୁ ବଢ଼ିବା ବା ହଲିବା
କୌଣସି ବସ୍ତୁ ଉଡ଼ିଲେ ବା ଫଡ଼ଫଡ଼ ହେଲେ ଉତ୍ପନ୍ନ ହେଉଥିବା ଶବ୍ଦ
ପବନର ବେଗ, ଆଘାତ ଆଦି କାରଣରୁ ପାଣି ଉପରକୁ ଉଠିବା ଓ

Example

ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଫରଫର ହୋଇ ଉଡ଼ୁଛି
ସବୁଜଫସଲ ପବନରେ ଦୋଳି ଖେଳୁଛି
ସମୁଦ୍ରରେ ନୌକା ନାଚିନାଚି ଭାସିଯାଉଛି
ଅଶ୍ୱତ୍ଥ ଗଛରେ ପକ୍ଷୀଙ୍କ ଡେଣାର ଫଡ଼ଫଡ଼ ଶବ୍ଦ ସ୍ପଷ୍ଟ ଶୁଣାଯାଉଛି
ସମୁଦ୍ରର ପାଣି ସଦାବେଳେ ଦୋଳାୟମାନ ହେଉଥାଏ