Home Oriya Odia Dictionary

Download Oriya Odia Dictionary APP

Way Oriya Odia Meaning

ଉପାୟ, ପ୍ରଯତ୍ନ, ବିଧି, ମାର୍ଗ, ଯତ୍ନ, ରାସ୍ତା, ସାଧନ

Definition

ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚିବାପାଇଁ ମଝିରେ ପଡ଼ୁଥିବା ଭୂଭାଗ ଯାହା ଉପରେ ଚଲାଯାଏ
କୌଣସି ବିଶେଷ

Example

ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
ଏହି ରାସ୍ତା ସିଧା ମୋ ଘର ପର୍ଯ୍ୟନ୍ତ ଯାଇଛି
ସେ ଶୈବ ସଂପ୍ରଦାୟର ଅନୁସରଣକାରୀ
ଭୋଜନ ମୁଖର ମାର୍ଗ ଦେଇ ପେଟରେ ପହଞ୍ଚେ