Home Oriya Odia Dictionary

Download Oriya Odia Dictionary APP

Weakness Oriya Odia Meaning

ଅବଳାପଣ, ଅସାମର୍ଥ୍ୟ, ଅସାମର୍ଥ୍ୟତା, ଦୁର୍ବଳତା, ଦୌର୍ବଲ୍ୟ, ବଳହୀନତା, ଶକ୍ତିହୀନତା

Definition

କ୍ଷମତାହୀନ ବା ଅକ୍ଷମ ହେବାର ଅବସ୍ଥା ବା ଭାବ
ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
କୌଣସି ବସ୍ତୁପ୍ରତି ଅଥବା ସୁଖଭୋଗର ଅଭିଳାଷା ବା ଲାଳସା
ନଂପୁସକ ଅବସ୍ଥା ବା ଭାବ
ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ

Example

ଅକ୍ଷମତା କାରଣରୁ ରାମୁଦ୍ୱାରା ସେହି କାମ ହୋଇପାରିଲା ନାହିଁ
ମମତାର ବୁଲାବୁଲି କରିବା ସଉକ
ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା
ଦୁର୍ବଳତାହେତୁ ମହେଶ ଚାଲି ପାରୁନି
ରୋଗରୁ ଉଠିବା ପରେ ଶରୀରରେ ଦୁର୍ବଳତା