Home Oriya Odia Dictionary

Download Oriya Odia Dictionary APP

Web Oriya Odia Meaning

ଜାଲ

Definition

ଯେଉଁ ଜାଲରେ ବୁଢ଼ିଆଣୀ କୀଟ-ପତଙ୍ଗମାନଙ୍କୁ ଧରେ
ମୋତିଆବିନ୍ଦୁ ଯୋଗୁଁ ଆଖି ପିତୁଳା ଆଗରେ ପଡ଼ୁଥିବା ଝିଲ୍ଲି
ହାଇପରଟେକ୍ସ୍ଟ୍ ଟ୍ରାନସଫର୍ ପ୍ରୋଟୋକାଲ୍‌ ମାଧ୍ୟମରେ ଶବ୍ଦ ଏବଂ ଚିତ୍ରମୁଦ୍ରଣ ତଥା ଧ୍ବନି ଏବଂ ସଜୀବତା (ଏନିମେଶନ୍) ସଂସାଧନ ପ୍ରସ୍ତୁତ କରୁଥିବା ନେଟ୍ୱାର୍କ୍

Example

ଛୋଟ ଛୋଟ କୀଟ ଜାଲରେ ପଡ଼ି ବୁଢ଼ିଶିକାର ହୁଅନ୍ତି
ମୋତିଆବିନ୍ଦୁ ଯୋଗୁଁ ଆଖିରେ ଜାଲ ପଡ଼ି ଯାଇଛି
ୱେବରେ ପ୍ରତିଟି କ୍ଷେତ୍ରରେ ସଂବନ୍ଧିତ ଜ୍ଞାତବ୍ୟତଥ୍ୟ ସହଜରେ ସୁଲଭ ହୋଇଯାଏ