Home Oriya Odia Dictionary

Download Oriya Odia Dictionary APP

Week Oriya Odia Meaning

ସପ୍ତାହ, ହପ୍ତା

Definition

ସାତଦିନର ସମୟ
ସୋମବାରରୁ ରବିବାର ପର୍ଯ୍ୟନ୍ତ ସାତ ଦିନ
ଆଠ ଦିନର ସମୟ

Example

ମୁଁ ସପ୍ତାହକ ମଧ୍ୟରେ ଫେରିଆସିବି
ସେ ଆସନ୍ତା ସପ୍ତାହରେ ଦିଲ୍ଲୀ ଯିବେ
ଆଠଦିନ ବିତିଗଲାଣି କିନ୍ତୁ ରାମ ଏପର୍ଯ୍ୟନ୍ତ ଆସିଲା ନାହିଁ