Home Oriya Odia Dictionary

Download Oriya Odia Dictionary APP

Weep Oriya Odia Meaning

ଅଶ୍ରୁପାତ କରିବା, କାନ୍ଦିବା, କ୍ରନ୍ଦନ କରିବା, ରୋଦନ କରିବା, ଲୁହ ଗଡାଇବା

Definition

ପୀଡ଼ା, ଦୁଃଖ, ସୁଖ, କ୍ରୋଧଆଦିର ଭାବାବେଗରୁ ଆଖିରୁ ଅଶ୍ରୁ ବହିବା
କାନ୍ଦିବା କ୍ରିୟା
କାନ୍ଦିବାଦ୍ୱାରା ଉତ୍ପନ୍ନ ହେଉଥିବା ଶବ୍ଦ

Example

ନିଜ ମାଆଠାରୁ ଦୂରେଇରହିବା କାରଣରୁ ଶ୍ୟାମ କାନ୍ଦୁଥିଲା
ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା
ତାର କାନ୍ଦଣା ବହୁଦୂରକୁ ଶୁଣାଯାଉଥିଲା