Home Oriya Odia Dictionary

Download Oriya Odia Dictionary APP

Welfare Oriya Odia Meaning

ଉତ୍ତମତା, କଲ୍ୟାଣ, ଭଲ, ମଙ୍ଗଳ, ଶୁଭ, ସାଧୁତା , ହିତ

Definition

ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
କାହାରି ଭଲ ବା ହିତଆଦି କରିବା କ୍ରିୟା
ଅନୁକୁଳ ଓ ପ୍ରିୟ ଅନୁଭବ ଯାହାକୁ ସବୁବେଳେ ମଣିଷ କାମନା କରେ
ଜନ୍ମ ଓ ମରଣର ବନ୍ଧନରୁ ଜୀବ

Example

ସେହି କାମକର ଯାହାଦ୍ୱାରା ସମସ୍ତଙ୍କର ହିତ ହେବ
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସୁଖ ହିଁ ସୁଖ
ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁ