Home Oriya Odia Dictionary

Download Oriya Odia Dictionary APP

Well Oriya Odia Meaning

ଅତିଅଧିକ, ଅତ୍ୟଧିକ, ଅତ୍ୟନ୍ତ, ଅଧିପତି, ଆଚ୍ଛାଭାବେ, ଆଚ୍ଛାରକମର, ଖାଲିଜାଗା, ଖାଲିସ୍ଥାନ, ଚୂଡାନ୍ତ, ଠିକ୍ ଢଙ୍ଗରେ, ଠିକ୍ ରୂପେ, ଠିକ୍ଠାକ୍, ବଢିଆ, ବହୁତ ଅଧିକ, ଭଣ୍ଡାର, ଭଲ, ଭଲ କଥା, ଭଲ ଭାବରେ, ଭଲ ରୂପେ, ଭଲଭାବରେ, ଭଲଭାବେ, ଭଲରକମର, ଭଲରେ, ୱେଲ୍, ଶିଷ୍ଟଭାବରେ, ଶିଷ୍ଟାଚାର ସହିତ, ଶିଷ୍ଟାଚାରରେ, ସମୁଦ୍ର, ସର୍ବତୋଭାବେ, ସାଗର

Definition

ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍‌ ଭଲ
ଯାହା ଅଶ୍ଳୀଳ ନୁହେଁ
ଯାହାର କୌଣସି ରୋଗ ନାହିଁ ବା ଯାହାର ସ୍ୱାସ୍ଥ୍ୟ ଭଲ ଅଛି
ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ଯାହାର

Example

ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ମୁଁ ସୋହନ୍‌କୁ ଭଲଭାବରେ ଜାଣେ
ସେ ପୋଖରୀରୁ ମାଛ ଧରୁଛି
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍‌
ସେ ଶ୍ଳୀଳ ସହିତ୍ୟର ମଜା ନେଉଛି
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ