Home Oriya Odia Dictionary

Download Oriya Odia Dictionary APP

Whisper Oriya Odia Meaning

ଫୁସଫୁସ୍‌ ହେବା, ଫୁସୁଫୁସୁ, ଫୁସୁରୁ ଫାସର, ଫୁସୁରୁଫାସର ହେବା

Definition

ଫୁସୁରଫାସର ହେବା କ୍ରିୟା ବା ଭାବ
ବହୁତ ଧୀର ସ୍ୱରରେ (କାନରେ) କିଛି କହିବା

Example

ସେ ଦୁଇ ଜଣଙ୍କର ଫୁସୁରଫାସର ଶୁଣି ମୋର ଅନିଷ୍ଟ ହେବା ଆଶଙ୍କା ହେଲା
ବିଦେଶୀ ବୋହୂକୁ ଦେଖି ଲୋକମାନେ ଫୁସୁରୁଫାସର ହେଲେ