Whistle Oriya Odia Meaning
ସାଇଁ ସାଇଁ ବହିବା, ସିଟି, ହୁଇସିଲ
Definition
ଯେଉଁ ବାଦ୍ୟକୁ ଫୁଙ୍କିଲେ ସିଟି ବଜାଇବାର ଶବ୍ଦ ଆସେ
ଓଠ ସଂକୁଚିତ କରି ବାହାରକୁ ପବନ ବାହାର କରିବାଦ୍ୱାରା ସୃଷ୍ଟି ହେଉଥିବା ଜୋର ଶବ୍ଦ
ବାୟୁ,ବାଷ୍ପ ଆଦିକୁ ବାହାରକୁ ଫୋପାଡିବା ବେଳେ ହେଉଥିବା ସୂକ୍
Example
ସିପାହୀ ତା ସହକର୍ମୀଙ୍କୁ ଡାକିବାପାଇଁ ବାରମ୍ବାର ସିଟି ବଜାଇଲା
ଶ୍ୟାମ ଶ୍ରେଣୀରେ ପ୍ରବେଶ କରୁକରୁ ଜୋରରେ ସିଟି ବଜାଇଲା
କୁକରର ହ୍ବିସିଲ ଶୁଣି ମାଆ ରୋଷେଇ ଘର ଆଡକୁ ଦୌଡିଲେ
Disembarrass in Oriya OdiaKyrgyzstani in Oriya OdiaUnlimited in Oriya OdiaAltercate in Oriya OdiaBreak Of Day in Oriya OdiaHybrid in Oriya OdiaMake Pure in Oriya OdiaCrumble in Oriya OdiaHeave in Oriya OdiaBurka in Oriya OdiaTrashiness in Oriya OdiaTag in Oriya OdiaBloom in Oriya OdiaJoin in Oriya OdiaFrozen in Oriya OdiaSnitch in Oriya OdiaEnd in Oriya OdiaAssistant in Oriya OdiaGall in Oriya OdiaSolar in Oriya Odia