Home Oriya Odia Dictionary

Download Oriya Odia Dictionary APP

Whole Oriya Odia Meaning

ସର୍ବାଙ୍ଗ, ସାରାଦେହ

Definition

ଯାହା ଶେଷ ହୋଇଯାଇନାହିଁ
ଯାହା ପୂରା ଭଳି ବା ସଂପୂର୍ଣ୍ଣରୂପେ
ଏକ ପ୍ରକାରର ବଡ଼ ଚାଲୁଣି ଯେଉଁଥିରେ ମୋଟା ଶସ୍ୟଆଦି ଚଲାଯାଏ
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ
ସମାନ ଭାଗ
ସମ୍ପୂର୍ଣ୍ଣ ଭାବରେ

ପୂରାପୂରି
ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍

Example

ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
ମହେଶ ନିପଟ ମୂର୍ଖଟିଏ
ସେ ଚଲାରେ ଗହମ ଚଲାଉଛି
ସେ ଏହି ଘଟଣାର ପୂରା ବିବରଣୀ ପୋଲିସକୁ ଦେଲା
ଏହି ଲଡ଼ୁକୁ ସମାନ ଭାଗରେ ବାଣ୍ଟିକରି ଖାଇଦିଅ
ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ