Home Oriya Odia Dictionary

Download Oriya Odia Dictionary APP

Wick Oriya Odia Meaning

ପଟି, ବ୍ୟାଣ୍ଡେଜ୍‌

Definition

ଘା’ର ପୂଜ ଶୁଖିବାପାଇଁ କନା ନିର୍ମିତ ପଟି
ଦୀପରେ ରଖି ଜଳାଯାଉଥିବା ତୁଳା ବା ସୂତାରେ ତିଆରି ଲମ୍ବା ବଳଣା
ଟୋପି ବା ପଗଡିରେ ବନ୍ଧାଯାଇଥିବା କପଡା

Example

ଚିକିତ୍ସକ ତା ଘା’ରେ ପଟି ବାନ୍ଧୁଛନ୍ତି
ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
ମା ଦୀପରୁଖାର ସଳିତାକୁ ତେଜୁଛନ୍ତି
ଚାଷୀ ଲୁଗାରେ ନିଜମୁଣ୍ଡରେ ଠେକା ଭିଡୁଛି/ଚାଷୀ ବତ୍ତୀରେ ନିଜମୁଣ୍ଡରେ ଠେକା ଭିଡୁଛି