Home Oriya Odia Dictionary

Download Oriya Odia Dictionary APP

Wide Oriya Odia Meaning

ଓସାରିଆ, ଚଉଡା, ପରିବ୍ୟାପକ, ପରିବ୍ୟାପ୍ତ, ବିସ୍ତୀର୍ଣ୍ଣ, ବିସ୍ତୃତ, ବ୍ୟାପକ, ସଂପ୍ରସାରିତ

Definition

ଯେ ନିଜ କ୍ଷେତ୍ରରେ ଏବଂ ତା’ର ଚତୁର୍ଦିଗରେ ବହୁଦୂର ପର୍ଯ୍ୟନ୍ତ ସଂପ୍ରସାରିତ
ଯାହାର ଓସାର ଅଛି
ଯେଉଁଥିରେ ବହୁତ ବିସ୍ତୃତି ଅଛି ବା ବିସ୍ତାର ହେଉଥିବା
ଯାହା ସାବଧାନ ଓ ସୂକ୍ଷ୍ମ ବିବରଣୀ ସହିତ ବିକଶିତ ବା କାର୍ଯ୍ୟକାରିତା କରାଯାଇଛି
ଯାହା ମାତ୍ରାରେ ଅଧିକ

Example

ଜନମାନସରେ ତୁଳସୀଙ୍କ ରଚିତ ରାମ ଚରିତ ମାନସର ବ୍ୟାପକ ପ୍ରଭାବ ପଡ଼ିଲା
ଏହି ରାସ୍ତା ବହୁତ ଓସାରିଆ
ଏହି କାବ୍ୟପଂକ୍ତିଗୁଡ଼ିକର ବିସ୍ତୃତ ବ୍ୟାଖ୍ୟା କରନ୍ତୁ
ଆମେ ଗୋଟିଏ ବିସ୍ତୃତ ଯୋଜନା