Wilderness Oriya Odia Meaning
ଜଙ୍ଗଲ ଅଞ୍ଚଳ, ବଣମୂଲକ, ବଣୁଆ ଅଞ୍ଚଳ, ବଣ୍ୟକ୍ଷେତ୍ର
Definition
ସେହି ସ୍ଥାନ ଯେଉଁଠାରେ ବହୁତ ଦୂର ପର୍ଯ୍ୟନ୍ତ ଗଛବୁଦା, ଝାଡ଼ଆଦି ଆପେଆପେ ଜନ୍ମିଛନ୍ତି
ବଡ଼ ଏବଂ ଘନ ଜଙ୍ଗଲ କ୍ଷେତ୍ରରେ ଥିବା ଗଛ ବୁଦା ବା ଅନ୍ୟ ବନସ୍ପତି
Example
ପୁରାତନ କାଳରେ ମୁନିଋଷିମାନେ ବଣରେ ବାସ କରୁଥିଲେ
ପ୍ରକୃତିକୁ ଖାତିର ନକରି ମନୁଷ୍ୟ ଜଙ୍ଗଲକୁ କାଟି ଦେଉଛି
Work Out in Oriya OdiaVagabond in Oriya OdiaGentle in Oriya OdiaStop in Oriya OdiaAltruism in Oriya OdiaDissident in Oriya OdiaCustard Apple in Oriya OdiaSpeedily in Oriya OdiaConcealment in Oriya OdiaImpossible in Oriya OdiaWind in Oriya OdiaGreen in Oriya OdiaAnurous in Oriya OdiaSixty-one in Oriya OdiaTension in Oriya OdiaAcquirement in Oriya OdiaTrimurti in Oriya OdiaInnovation in Oriya OdiaNoon in Oriya OdiaGrandad in Oriya Odia