Home Oriya Odia Dictionary

Download Oriya Odia Dictionary APP

Win Oriya Odia Meaning

ଜୟ ଜରିବା, ଜିତିବା, ବିଜୟପ୍ରାପ୍ତ କରିବା, ବିଜୟଲାଭ କରିବା, ବିଜୟୀ ହେବା, ସଫଳତା ପ୍ରାପ୍ତ କରିବା

Definition

ଲଢ଼େଇରେ ବିପକ୍ଷ ବିରୁଦ୍ଧରେ ଜୟଲାଭ କରିବା
ପ୍ରତିଯୋଗିତାରେ ସଫଳତା ପ୍ରାପ୍ତ କରିବା
କାହାର ପ୍ରେମ, ସାଧୁବାଦ ଆଦିର ଅଧିକାରୀ ହେବା

Example

ମହାଭାରତ ଯୁଦ୍ଧରେ ପାଣ୍ଡବ ବିଜୟୀଲାଭ କଲେ
ମଞ୍ଜୁଳ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଜିତିଲା
ସ୍ୱାମୀ ବିବେକାନନ୍ଦ ନିଜ ଭାଷଣରେ ସମସ୍ତଙ୍କର ହୃଦୟ ଜିତିନେଲେ