Home Oriya Odia Dictionary

Download Oriya Odia Dictionary APP

Window Oriya Odia Meaning

ଖିଡିକି, ଝରକା

Definition

ପ୍ରାସାଦଆଦିରେ ବନାଯାଇଥିବା ସେହି ଦ୍ୱାର ଯାହା ସାର୍ବଜନୀକ ନୁହେଁ କିମ୍ବା ଯାହା ବିଷୟରେ କେବଳ ସେଠାରେ ରହୁଥିବା ଲୋକଙ୍କୁ ଜଣାଥାଏ
ପବନ ତଥା ଆଲୋକ ଆସିବାପାଇଁ ଘର ,ଗାଡ଼ି ଜାହାଜଆଦିର କାନ୍ଥରେ ବା ଛାତ ଉପରେ ତିଆରି କରାଯାଇଥିବା ଖୋଲା

Example

ଶତ୍ରୁକୁ ଗୁପ୍ତ ଦ୍ୱାର ବିଷୟରେ ଖବର ଜଣାପଡ଼ିଗଲା ଏବଂ ସେ ସେହି ରାସ୍ତାଦେଇ ମହଲ୍ ଭିତରକୁ ପ୍ରବେଶ କଲା
ଏହି କୋଠରୀରେ ଗୋଟିଏ ମାତ୍ର ଝରକା ଅଛି
ପୋଲିସ ଆସିବାର ଖବର ଶୁଣି ମନୋହର ଚୋରାକବାଟ