Home Oriya Odia Dictionary

Download Oriya Odia Dictionary APP

Wintry Oriya Odia Meaning

ଉତ୍ତେଜନାଶୂନ୍ୟ, ଥଣ୍ଡା, ଶୀତଳ

Definition

ଯିଏ ଚଞ୍ଚଳ ନୁହେଁ
ଯାହା ଉଷ୍ଣ ନୁହେଁ
ଯେଉଁ ପାନୀୟ ଥଣ୍ଡା ଅଛି ବା ବରଫଆଦି ପକାଇ ଥଣ୍ଡା କରାଯାଇଥିବା ପାନୀୟ
ଯାହା ଜଳନ୍ତା ବା ଦାଉଦାଉ ହେଉ ନଥାଏ
ଯେଉଁଥିରେ ଉଗ୍ରତା କିମ୍ବା ଭୀଷଣତା ନଥାଏ
ଯାହାର ସ୍ୱଭାବରେ କ୍ରୋଧ ବା ଆବେଶ ନଥାଏ
ରଙ୍ଗ

Example

ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ବାଟୋଇ ନଦୀର ଥଣ୍ଡାପାଣି ପିଉଛି
ସେ ଚା’ ବଦଳରେ ଥଣ୍ଡାପାନୀୟ ପିଇବାକୁ ପସନ୍ଦ କରେ
ନିଆଁ ଧିରେଧିରେ ଥଣ୍ଡା ହୋଇଗଲା
ରୋହିତର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗେ
ତାଙ୍କ ଥଣ୍ଡା ସ୍ୱାଗତଦ୍ୱାରା ମନ ଉଦାସ ହୋଇଗଲା