Home Oriya Odia Dictionary

Download Oriya Odia Dictionary APP

Wishful Oriya Odia Meaning

ଲୁବ୍ଧ, ଲୋଭପୂର୍ଣ୍ଣ , ଲୋଭଭରା, ଲୋଭିତ

Definition

ଲୋଭ ପୂର୍ଣ୍ଣ
ଯାହାରଖୁବ୍‌ ବଡ଼ ଆକାଂକ୍ଷା ଅଛି
ଯେ କୌଣସି ବସ୍ତୁଆଦି ପାଇବାକୁ ଇଚ୍ଛାକରୁଥାଏ
ଯେ ବହୁତ ବଡ଼ ଆକାଂକ୍ଷା ରଖେ

Example

ପିଲାମାନେ ମିଠେଇଆଡ଼କୁ ଲୁବ୍ଧ ଦୃଷ୍ଟିରେ ଦେଖୁଥିଲେ
ଶ୍ୟାମ ଜଣେ ମହତାକାଂକ୍ଷୀ ବ୍ୟକ୍ତି
ରାମ ଏହି ପୁସ୍ତକ ନେବାକୁ ଇଚ୍ଛୁକ
ବେଳେବେଳେ କେତେକ ମହତାକାଂକ୍ଷୀଙ୍କ ଅତ୍ୟଧିକ ଲାଳସା ସମାଜର ପତନର କାରଣ ହୋଇଥାଏ