Home Oriya Odia Dictionary

Download Oriya Odia Dictionary APP

With Child Oriya Odia Meaning

ଆସନ୍ନପ୍ରସବା

Definition

ଯାହାଙ୍କ ସମୟ ହୋଇଗଲାଣି ବା ଯେ ବହୁତ ଶୀଘ୍ର ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି
ଯାହାର ପେଟରେ ଗର୍ଭ ଅଛି
ଗର୍ଭବତୀ ମହିଳା

Example

ଆସନ୍ନପ୍ରସବା ମହିଳା କଷ୍ଟରେ ଚିତ୍କାର କରୁଛି
ହସ୍ପିଟାଲ୍‌ର ସେବିକାମାନେ ଆସନ୍ନପ୍ରସବାମାନଙ୍କର ଦେଖାଶୁଣା କରୁଛନ୍ତି
ଗର୍ଭବତୀ ସ୍ତ୍ରୀମାନଙ୍କର ଦେଖାଶୁଣା ଭଲଭାବରେ ହେବା ଉଚିତ
ଗର୍ଭବତୀମାନଙ୍କର ବିଶେଷ