Home Oriya Odia Dictionary

Download Oriya Odia Dictionary APP

Withered Oriya Odia Meaning

ଝାଉଁଳା

Definition

ଯାହାର କାନ୍ତି ମଳିନ ପଡ଼ିଯାଇଛି
ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଯାହାର ଚିତ୍ତ ବିରସ ହୋଇ କୌଣସି କଥାରୁ ଓହରି ଯାଇଚି
ଯାହାର ସବୁଜତା ଚାଲିଯାଇଛି
ଯାହା ଶୁଖିଯାଇଛି

Example

ମା’ଙ୍କୁ ଦେଖିଲାପରେ ପୁଅର ମ୍ଳାନ ଚେହେରା ହସି ଉଠିଲା
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ / ତାର ମନ ମଇଳା
ତୁମର ଉଦାସ ଚେହେରା ହିଁ କହିଦେଉଛି ଯେ ତୁମେ ବହୁତ ଚିନ୍ତିତ ଅଛ
ରୌଦ୍ରଦଗ୍ଧ ଝାଉଁଳା ଗଛବୃଚ୍ଛ