Home Oriya Odia Dictionary

Download Oriya Odia Dictionary APP

Woman Oriya Odia Meaning

ତରୁଣୀ, ଯୁବତୀ, ଯୁବା

Definition

ମନୁଷ୍ୟ ଜାତୀୟ ଜୀବର ଦୁଇଟି ଭେଦ ମଧ୍ୟରୁ ଗୋଟିଏ ହେଲା ଯେ ସେ ଗର୍ଭଧାରଣ କରି ସନ୍ତାନ ଉତ୍ପନ୍ନ କରିପାରେ

Example

ଆଜିର ମହିଳାମାନେ ସବୁ କ୍ଷେତ୍ରରେ ପୁରୁଷଙ୍କର ସମାନ ହୋଇ ରହିଛନ୍ତି