Home Oriya Odia Dictionary

Download Oriya Odia Dictionary APP

Wonder Oriya Odia Meaning

ଅଦ୍ଭୁତ, ଆଶ୍ଚର୍ଯ୍ୟ, ଉତ୍କଣ୍ଠା, କୁତୁହଳ, କୌତୁହଳ, ଜିଜ୍ଞାସା, ବିସ୍ମୟ

Definition

କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
ବିଲକ୍ଷଣ ହେବାର ଅବସ୍ଥା ବା ଭାବ
କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ

Example

ହଠାତ୍‌ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ତାର ବିଲକ୍ଷଣତାରେ ମୁଁ ଯଥେଷ୍ଟ ପ୍ରଭାବିତ ହୋଇଛି
ପାଗଳ ବ୍ୟକ୍ତିକୁ ଠିକ୍‌କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ
ଜାଦୁଗର ଜାଦୁରେ ମିଠେଇ ବନାଇଲେ