Work Oriya Odia Meaning
ଉଦ୍ୟମ କରିବା, ଉପଯୋଗରେ ଆସିବା, କରାଇବା, କରିବା, କର୍ମସ୍ଥଳ, କସରତ କରାଇବା, କାମ, କାମ କରିବା, କାମ ଦେବା, କାମକରିବା, କାମରେ ଲାଗି ରହିବା, କାର୍ଯ୍ୟ କରିବା, କାର୍ଯ୍ୟସ୍ଥଳ, କୃଷିଯୋଗ୍ୟ କରିବା, ଚଲାଇବା, ଚଳାଇବା, ଚାକିରୀ କରିବା, ଚାଲିବା, ଚାଷଯୋଗ୍ୟ କରିବା, ତିଆରି କରିବା, ନିର୍ମାଣ କରିବା, ପରିଶ୍ରମ କରିବା, ପ୍ରବର୍ତ୍ତନ କରିବ??, ପ୍ରସ୍ତୁତ କରିବା, ଫଳପ୍ରଦ ହେବା, ଫଳପ୍ରସୂ ହେବା, ବ୍ୟବହୃତ ହେବା, ବ୍ୟାୟାମ କରାଇବା, ଶ୍ରମ କରିବା, ସଞ୍ଚାଳନ କରିବା, ସାହିତ୍ୟ
Definition
ଯେଉଁ କର୍ମ ଧର୍ମ ସହିତ ସମ୍ବନ୍ଧିତ
ସାହିତ୍ୟ ସହିତ ସମ୍ବନ୍ଧିତ କୃତ୍ତି
ଯାହା କରାଯାଏ
ବ୍ୟବସାୟ, ସେବା, ଜୀବିକାଆଦିର ବିଚାରରେ କରାଯାଉଥିବା କାମ
ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
Example
ମହାତ୍ମାମାନେ ଧର୍ମକର୍ମରେ ଲୀନ ହୋଇଅଛନ୍ତି
ତୁଳସୀଦାସଙ୍କର ରାମଚରିତମାନସ ବିଶ୍ୱପ୍ରସିଦ୍ଧ ସାହିତିୟ୍କ କୃତି
ସେ ସବୁବେଳେ ଭଲ କାମ ହିଁ କରେ
ଆପଣା କାର୍ଯ୍ୟ ପୂରା କଲାପରେ ସେ ଚାଲିଗଲେ
ପରିଶ୍ରମର ଫଳ ମିଠା
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
ଅନ୍ୟ୍ତେଷ୍ଟିକ୍ରିୟା ଏକ