Home Oriya Odia Dictionary

Download Oriya Odia Dictionary APP

Worship Oriya Odia Meaning

ଅର୍ଚ୍ଚନା କରିବା, ଆରାଧନା କରିବା, ଉପାସନା କରିବା, ପୂଜା କରିବା, ପୂଜିବା, ଭକ୍ତି

Definition

ଏଭଳି କଥା କିମ୍ବା କାର୍ଯ୍ୟ ଯାହା ଅନ୍ୟମାନଙ୍କପାଇଁ କହିବା ଓ କରିବାଦ୍ୱାରା ତାକୁ ପ୍ରସନ୍ନତା ମିଳେ କିମ୍ବା ସମ୍ନାନିତ ହେବାର ଅବସ୍ଥା
ଦେବୀ ଦେବତା ବା ଈଶ୍ୱରଙ୍କ ପ୍ରତି ରଖାଯାଉଥିବା ବିଶେଷ ପ୍ରେମ
ମହାନ୍‌ ହେବାର ଅବସ୍ଥା ବା ଭାବ
କୌଣସି ଦ

Example

ମା’-ବାପାଙ୍କୁ ସମ୍ମାନ କରିବା ଉଚିତ
ଈଶ୍ୱରଙ୍କ ପ୍ରତି ଭକ୍ତି ରହିବା ଆବଶ୍ୟକ
ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ
ଈଶ୍ୱରଙ୍କ ପୂଜାରେ ମନକୁ ଶାନ୍ତି ମିଳେ
ସନ୍ଥ ଲୋକମାନେ ସବୁବେଳେ ଭଗବାନଙ୍କର ପୂଜା କରନ୍ତି
ଦେଶର ଗୌରବ ଦେଶବାସୀଙ୍କ ହାତରେ
ଆମେ ବଡ଼ମାନଙ୍