Home Oriya Odia Dictionary

Download Oriya Odia Dictionary APP

Worth Oriya Odia Meaning

ଅର୍ଥପୂର୍ଣ୍ଣ, ଦାମ୍, ବହୁମୂଲ୍ୟ, ମହତ୍ତ୍ବପୂର୍ଣ୍ଣ, ମୂଲ୍ୟ

Definition

ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ଭଲ ଗୁଣ
କିଣାବିକା ବା ଦେବାନେବାପାଇଁ କରାଯାଉଥିବା କଥାବାର୍ତ୍ତା ବା ବ୍ୟବହାର
କୌଣସି ଜିନିଷର ଉକ୍ତୃଷ୍ଟତାକୁ ଜାଣିବା ଅବସ୍ଥା ବା ଭାବ
ଯେ ବହୁତ ବଡ଼ ବା ଭଲ
ଯାହାଙ୍କଠାରେ ସଦ୍‌ଗୁଣ ଅ

Example

ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ସଦ୍‌ଗୁଣ ମନୁଷ୍ୟର ଆଭୂଷଣ
ମୁଲଚାଲ ନକରି କୌଣସି ଜିନିଷ କିଣିବା ଉଚିତ୍‌ ନୁହେଁ
ସେହି ପାଠଶାଳା ତା’ର ଭଲ ଶିକ୍ଷାଦାନପାଇଁ ଜଣାଶୁଣା
ମହାତ୍ମା ଗାନ