Home Oriya Odia Dictionary

Download Oriya Odia Dictionary APP

Wrap Oriya Odia Meaning

ଗୁଡାଇବା, ଘେରାଇବା, ଚାପିଦେବା, ପୂରାପୂରି ଭାବେ ଢାଙ୍କିବା, ପୂରାପୂରିଭାବେ ଆବୃତ୍ତ କରିବା, ପୂରାପୂରିଭାବେ ଘୋଡେଇବା, ପୂରାପୂରିଭାବେ ଲୁଚାଇବା, ସମ୍ପୂର୍ଣ୍ଣଭାବେ ଆଚ୍ଛାଦିତ କରିବା

Definition

କୌଣସି ବସ୍ତୁ ଉପରେ ଅନ୍ୟ ଏକ ଦ୍ୱିତୀୟ ବସ୍ତୁକୁ ଘୋଡ଼ାଇ ରଖିବା
ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
ବହିର ସୁରକ୍ଷାପାଇଁ ତା ଉପରେ ମଡ଼ାଯାଇଥିବା ମଲାଟଆଦି
କୌଣସି କାମଆଦିକୁ କରିବାପାଇଁ କାହାକୁ

Example

ମିଠେଇ ଡବା ଉପରେ କାଗଜ ଗୁଡ଼ାଇଦିଅ
ଏହି ବହି ଫାଟି ଯାଉଛି, ତେଣୁ ଏଥିରେ ମଲାଟ ଲଗାଇଦିଅ
ରମେଶ ନିଜେ ତ ଫସିଯାଇଛି, ମୋତେ ବି ତା ସାଙ୍ଗରେ ଗୁଡ଼େଇ ଦେଇଛି
ମାଆ ଉଲ୍‌ ଗୁଡ଼ାଉଛନ୍ତି
ନ୍ୟାୟାଳୟରୁ ବାହାରକୁ ଆସିଲା ପରେ ଓକିଲ ଗାଉନ ଦେହରୁ କାଢ଼ି କାନ୍ଧରେ ରଖିଲେ
ଶୋଇକରି ଉଠିବା