Home Oriya Odia Dictionary

Download Oriya Odia Dictionary APP

Write Oriya Odia Meaning

ଅଙ୍କିତ କରିବା, ଚିଠି ଲେଖିବା, ଚିହ୍ନିତ କରିବା, ପତ୍ର ପ୍ରେରଣ କରିବା, ପ୍ରକାଶିତ କରିବା, ବାର୍ତ୍ତାପ୍ରେରଣ କରିବା, ରଚନା କରିବା, ଲିପିବଦ୍ଧ କରିବା, ଲେଖିବା, ସଂଗୀତ ରଚନା କରିବା

Definition

ଲିପି ରୂପରେ ଆଣିବା ବା ଲେଖିବା କାମ
ରଚନା କରିବା ବା ପ୍ରସ୍ତୁତ କରିବା
ଅକ୍ଷର ଆଦିର ଆକୃତି ତିଆରିକରିବା
କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା
ଲେଖାଦ୍ୱାରା

Example

ଇତିହାସର ଅଧିକାଂଶ ଘଟଣା ଲିପିବଦ୍ଧ ହୋଇଛି
ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି
ଆପଣ ଆପଣଙ୍କ ବିଷୟରେ ମୋତେ ପ୍ରତି ସପ୍ତାହରେ ଲେଖନ୍ତୁ