Home Oriya Odia Dictionary

Download Oriya Odia Dictionary APP

Writing Style Oriya Odia Meaning

ଲିଖନ ଶୈଳୀ, ଲେଖନ ଶୈଳୀ

Definition

କୌଣସି ବିଷୟ ଉପରେ ଲେଖିକରି ପ୍ରକାଶ କରିବା ବିଚାର
ବାକ୍ୟ ରଚନାର ଏକ ବିଶିଷ୍ଟ ପ୍ରକାର ଯାହା ଲେଖକଙ୍କ ନିଜସ୍ୱ ଭାଷା ସମ୍ବନ୍ଧୀୟ ବିଶେଷତାର ସୂଚକ ହୋଇଥାଏ
ଲେଖିବାର ଢଙ୍ଗ

Example

ଅଶିକ୍ଷା ଉପରେ ତାଙ୍କର ଲେଖାଟିଏ ଆଜିର ଖବର କାଗଜରେ ଛପାହୋଇଛି
ପ୍ରତ୍ୟେକ ଲେଖକର ନିଜସ୍ୱ ଲେଖନ ଶୈଳୀ ଥାଏ
ସମସ୍ତଙ୍କ ଲେଖନଶୈଳୀ ଅଲଗା ଅଲଗା
ତାଙ୍କର ସାହିତ୍ୟିକ ରଚନା ପଢ଼ିବାରେ ରୁଚି ଅଛି