Home Oriya Odia Dictionary

Download Oriya Odia Dictionary APP

Wrong Oriya Odia Meaning

ଅଶୁଦ୍ଧ, ଭୁଲ

Definition

ଅନ୍ୟସହିତ ବଳପୂର୍ବକ କରାଯାଉଥିବା ଅନୁଚିତ କିମ୍ବା କଷ୍ଟଦାୟକ ବ୍ୟବହାର
ଯାହାର ଶୋଧନ କରାଯାଇନାହିଁ
ଯେଉଁଥିରେ ନୈତିକତା ନାହିଁ ବା ଯାହା ନୈତିକ ନୁହେଁ
ଯିଏ ଅସତ୍ୟରେ ପୂର୍ଣ୍ଣ
ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ

Example

ଭାରତୀୟମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ
ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
ଯଦି ରାଷ୍ଟ୍ରର କର୍ଣ୍ଣଧାର ଲାଞ୍ଚ, ଚୋରି ଭଳି ଅନୈତିକ କାମ କରିବେ ତା