Home Oriya Odia Dictionary

Download Oriya Odia Dictionary APP

Wrongdoing Oriya Odia Meaning

ଅଧର୍ମ, ଅଧର୍ମପଣ, କଦାଚାର, କୁଧର୍ମ, କୁମାର୍ଗ, ଦୁରାଚାର

Definition

ଧର୍ମ ବିରୋଧୀ କାର୍ଯ୍ୟ
ଇହଲୋକରେ ଖରାପ ବିଚାର କରାଯାଉଥିବା ଓ ପରଲୋକରେ ଅଶୁଭ ଫଳ ଦେବା କର୍ମ

Example

ଆଜିକାଲି ସମାଜରେ ଅଧର୍ମର ପ୍ରତିପତ୍ତି ବେଶୀ
ମିଛ କହିବା ମହାପାପ