Home Oriya Odia Dictionary

Download Oriya Odia Dictionary APP

Yachting Oriya Odia Meaning

ନୌକାଚାଳନା, ନୌଚାଳନା

Definition

ବିଶେଷକରି ମନୋରଞ୍ଜନ ବା ପ୍ରତିଯୋଗିତାପାଇଁ ଡଙ୍ଗାଦ୍ୱାରା କରାଯାଉଥିବା ଯାତ୍ରା
ଡଙ୍ଗାରେ ଆମୋଦପାଇଁ ଭ୍ରମଣ କରିବାର ପ୍ରକ୍ରିୟା

Example

ସେ ହ୍ରଦରେ ନୌକାଚାଳନାର ଆନନ୍ଦ ନେଉଛି
ଆମେ କାଶ୍ମୀରରେ ନୌକାବିହାର କରିଥିଲୁ