Home Oriya Odia Dictionary

Download Oriya Odia Dictionary APP

Year Oriya Odia Meaning

କ୍ଲାସ, ବର୍ଷ, ଶ୍ରେଣୀ

Definition

ଜନ୍ମରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ କାଳ ବା ବିତି ଯାଇଥିବା ଜୀବନ କାଳ
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
କାଳ ଗଣନାରେ ଏକ ଭାବେ ବିଚାର କରାଯାଉଥିବା ବାରମାସର ସମୂହ

Example

ଶ୍ୟାମ ମୋଠାରୁ ବୟସରେ ଦୁଇ ବର୍ଷ ବଡ଼ / ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସର ପିଲାଭାଗ ନେଇପାରିବେ ନାହିଁ
ତାଙ୍କ ପୁଅ ଏବେ ଏକ ବର୍ଷର
ଦୁଇ ହଜାର ଚାରି ମସିହାରେ ତାର ଜନ୍ମ ହୋଇଥିଲା
ସାଜସଜ୍ଜା