Home Oriya Odia Dictionary

Download Oriya Odia Dictionary APP

Yearly Oriya Odia Meaning

ଅବ୍ଦକୋଷ, ଇୟରବୁକ, ବାର୍ଷିକ

Definition

ପ୍ରତି ବର୍ଷ ଦିଆଯାଉଥିବା କୌଣସି ଶୁଳ୍କ ବା କର
ଯାହା ପ୍ରତି ବର୍ଷ ହୋଇଥାଏ
ପ୍ରତ୍ୟେକ ବର୍ଷ

Example

ମୋତେ କୋଡ଼ିଏ ହଜାର ଟଙ୍କା ବାର୍ଷିକ କର ଦେବାକୁ ପଡ଼େ
ମହେଶର ବାର୍ଷିକ ଆୟ ଅଶୀହଜାର
ଏଠାରେ ପ୍ରତ୍ୟେକ ବର୍ଷ ଦଶହରାକୁ ମେଳା ହୁଏ