Home Oriya Odia Dictionary

Download Oriya Odia Dictionary APP

Yell Oriya Odia Meaning

ଆର୍ତ୍ତନାଦ, ଗର୍ଜନ କରିବା, ଗୁହାରି, ଚିତ୍କାର କରିବା, ଚିଲ୍ଲାଇବା, ବିନତି, ରଡି କରିବା

Definition

ଜୋରରେ କହି ଡରାଇବା
ରାଗରେ ଘୋର ଶବ୍ଦ କରିବା
ଯୋରରେ କହିବା

Example

ଗଧିଆକୁ ଦେଖି ମେଷପାଳକ ""ବଞ୍ଚାଅ, ବଞ୍ଚାଅ ଗଧିଆ ଆସିଗଲା""ବୋଲି ଚିତ୍କାରକଲା
ସେ ଜଣେ ଭୋଳାଲୋକକୁ ଧମକାଉଥିଲା
ବାହାରେ ତ ପାଟି ବନ୍ଦ ରହୁଛି କିନ୍ତୁ ଘରେ ଏତେ ଗର୍ଜନ କରୁଛି
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ