Yellow Oriya Odia Meaning
ବାସନ୍ତୀ, ହଳଦିଆ ରଙ୍ଗ
Definition
ରକ୍ତରେ ପୀତ ବର୍ଣ୍ଣକ ଜମା ହେବା ଯୋଗୁଁ ହେଉଥିବା ରୋଗ ଯେଉଁଥିରେ ଚମଡା, ଆଖିର ଶ୍ୱେତପଟଳଆଦି ହଳଦିଆ ପଡ଼ିଯାଏ
ବସନ୍ତ ସମୟର ବା ବସନ୍ତସହ ସମ୍ବନ୍ଧିତ
ଈର୍ଷା କରୁଥିବା
ହଳଦୀ, ନାରଙ୍ଗୀଆଦି ରଙ୍ଗର
ସୁନା ରଙ୍ଗର
ଯେଉଁ ରଙ୍ଗ ହଳଦୀ, ଈଷତ ପୀତ ଆଦି ରଙ୍ଗର ହୋଇଥାଏ
ହାଲୁକା ହଳଦିଆ ରଙ୍ଗର
Example
କାମଳ ରୋଗରେ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ
ବସନ୍ତକାଳୀନ ସମୟ ହୃଦୟକୁ ପ୍ରଲୋଭିତ କରେ
ରୋହନ ଜଣେ ଈର୍ଷାଳୁ ବ୍ୟକ୍ତି
ତାର ଲୁଗା ହଳଦିଆ ଥିଲା
ଶୀତ ଦିନରେ ସୁନେଲି ଖରା ବହୁତ ଭଲ ଲାଗେ
ହଳଦିଆ
Cony in Oriya OdiaScandinavian Language in Oriya OdiaCapital Of Israel in Oriya OdiaCowhide in Oriya OdiaAureate in Oriya OdiaDifference in Oriya OdiaVariation in Oriya OdiaUndoable in Oriya OdiaRegulative in Oriya OdiaPester in Oriya OdiaRepair in Oriya OdiaConsentaneous in Oriya OdiaRespect in Oriya OdiaLife in Oriya OdiaFanaticism in Oriya OdiaDifficult in Oriya OdiaEncounter in Oriya OdiaPermeable in Oriya OdiaUnbounded in Oriya OdiaEndorsement in Oriya Odia